https://kanaknews.com/videos/eviction-in-hadia-patha-from-today-for-scb-expansion-people-to-made-aware-with-mike/
ଏସସିବିର ସଂପ୍ରସାରଣ ଲାଗି ଆଜିଠାରୁ ଆରମ୍ଭ ହେବ ସଚେତନତା ଅଭିଯାନ । ହାଡିଆପଠା ଅଚଂଳରେ ମାଇକ ଯୋଗେ ହେବ ଘୋଷଣା, ହଟିବେ ୩ ଶହରୁ ଅଧିକ ପରିବାର